କଣ୍ଟି
ଦେଖଣା
କଣ୍ଟି —
ଉଚ୍ଚାରଣ: Kaṇṭi
বোঁটা
खोंपा, खोंपी
ଦେ. ବି. (ସଂ. କୂଟ; କୂଟଳ; ତୁଳ. ସଂ. କଣ୍ଠ; ଏହା ଲଙ୍ଗଳର କଣ୍ଠ ଦେଶ) —
୧: ଲଙ୍ଗଳ ଉପରେ ଥିବା ହାତରେ ଧରିବା ଅଂଶ — ୧. The handle of a Plough.
ବେଦ ପଢ଼ି ହିଜେ ଲଙ୍ଗଳ କଣ୍ଟି ଧରି ବଳଦ ବାହିଲେ ପାଚଣ ବାଡ଼ି ଧରି କୃଷ୍ଣସିଂହ. ମହାଭାରତ. ଶାନ୍ତି
୨: କଣ୍ଟେଇକୋଳି (ଦେଖ) ୨. Kaṇṭeikoḻi (See)
୩: ବଣିଆଘଣ୍ଟା (ଦେଖ) ୩. Baṇiāghaṇṭ (See)
୪: କଣ୍ଟୀ (ଦେଖ) ୪. Kaṇṭī (See)