Jump to content

କଣ୍ଟିକିଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟିକିଳୀ
ଉଚ୍ଚାରଣ: Kanṇṭikiḻī

ଦେ. ବି. (ସଂ. କୂଟ+କୀଳ) —

ଲଙ୍ଗଳ ମୁଣ୍ଡାକୁ କଣ୍ଟି ସଙ୍ଗେ ୟୋଗ କରି ଦୃଢ଼ବଦ୍ଧ କରିବାପାଇଁ ବାଡ଼ିଆ ହୋଇଥିବା କୀଳା ବା ଖିଲ —The Wooden pin or peg joining the plough with the hand-piece.