କଣ୍ଟିଲୋ
ଦେଖଣା
କଣ୍ଟିଲୋ —
ଉଚ୍ଚାରଣ: Kaṇṭilo
ଦେ. ବି. (ନାମ) —
ଓଡ଼ିଶାର ଖଣ୍ଡପଡ଼ା ଗଡ଼ଜାତର ଅନ୍ତର୍ଗତ ଗୋଟିଏ ବଡ଼ ଗ୍ରାମ —A big village in Khaṇḍapaṟḍ̠ā State of Oṟḍ̠iṡā
[ଦ୍ର—ଏଠାରେ ନୀଳମାଧବ ଠାକୁର ଅଛନ୍ତି କଂସା ଓ ପିତଳ ବାସନ ନିମନ୍ତେ ଏ ସ୍ଥାନ ପ୍ରସିଦ୍ଧ]