Jump to content

କଣ୍ଟେଇକୋଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟେଇକୋଳି
ଉଚ୍ଚାରଣ: Kaṇṭeikoḻi
কেলেকড়া;

কাঁটাগুড়কামাই हिन्स ତେ. ନଲ୍ଲଉପି

ସଂ. ପର୍ୟ୍ୟାୟ:—

କାକାଦନୀ, ହିଂସ୍ରା,

କଣ୍ଟକପାଳୀ,

ଗୃଧ୍ରନଖୀ, କାଳା, ତୁଣ୍ଡୀ

ଦେ. ବି (ସଂ. କଣ୍ଟକଳୀ) —

କଣ୍ଟକଯୁକ୍ତ ବନ୍ୟ କ୍ଷୁପବିଶେଷ — The prickly Nightshade; Cæsalpina Separia.

[ଦ୍ର—ଏହାର କୋଳି ସାମାନ୍ୟ ଖଟା; ପତ୍ର ବରକୋଳି ପତ୍ର ପରି ଏହା କଟୁତିକ୍ତ ରସ, ଉଷ୍ଣବୀର୍ୟ୍ୟ, ରୁଚିକର ଏବଂ ବାୟୁ, ପିତ୍ତ, ଶୋଥ, କୁଷ୍ଠ, କଣ୍ଡୁ, ଶ୍ବିତ୍ର, ଜ୍ବର, ପାଳିତ୍ୟ ଓ ବିଷଦୋଷ— ନାଶିକା ]