କଣ୍ଟ୍ରାକ୍ଟ
ଦେଖଣା
କଣ୍ଟ୍ରାକ୍ଟ —
ଉଚ୍ଚାରଣ: Kaṇṭrākṭ
কণ্ট্রক্ট
कन्ट्रैक्ट
ବୈଦେ. ବି (ଇଂ. କଣ୍ଟ୍ରାକ୍ଟ) —
୧: ଠିକା; ଇଜରା; ନିଦ୍ଦିଷ୍ଟ ଅର୍ଥସୀମା ମଧ୍ୟରେ କୌଣସି କାର୍ଯ୍ୟ କରିବାକୁ ନିଆୟିବା ଇୟାରା ବା ଚୁକ୍ତି —୧. Contract.
୨: ଚୁକ୍ତି; ପରସ୍ପର ସ୍ବୀକାର — ୨. Contract; mutual agreement.