କଣ୍ଟ କରିବା
ଦେଖଣା
କଣ୍ଟ କରିବା —
ଉଚ୍ଚାରଣ: Kaṇṭa karibā
ଦେ. କ୍ରି. —
୧: କୌଣସି କର୍ୟ୍ୟ ପାଇଁ ଆଗରୁ ସମୟ ନିରୁପଣ ବା ନିର୍ଦ୍ଧାରଣ କରିବା —୧. To fix a time beforehand; to appoint a time.
ଦକ୍ଷିଣା ନ ଦେଇ ଯେ କଣ୍ଟ କରୁ ଥାଇ ପୀତାମ୍ବର. ନୃସିଂହପୁରାଣ
୨: ବଧୂକୁ ପିତ୍ରାଳୟରୁ ଆଣିବା ପାଇଁ କନ୍ୟାପକ୍ଷୀୟ ମୁରବୀମାନଙ୍କ ସଙ୍ଗେ (ସ୍ବାମୀପକ୍ଷୀୟ ଅଭିଭାବକ) ଦିନ ସ୍ଥିର କରିବା — ୨. (a guardian of the husband) To fix a date for bringing the wife home in consultation with the guardian of the wife.