କଣ୍ଟ ଦେବା
ଦେଖଣା
କଣ୍ଟ ଦେବା —
ଉଚ୍ଚାରଣ: Kaṇṭa debā
ଦେ. କ୍ରି —
୧: କଣ୍ଟ କରିବା (ଦେଖ) ୧. Kaṇṭa karibā (See)
୨: କୌଣସି ପଦାର୍ଥ ବା ଧନ ଦେବା ପାଇଁ ସମୟ ନିର୍ଦ୍ଧାରଣ କରିବା —୨. To fix a time-limit for payment.