Jump to content

କଣ୍ଠଘଣ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠଘଣ୍ଟ
ଉଚ୍ଚାରଣ: Kaṇṭhaghaṇṭa

ଦେ. ବି—(ସଂ. କଣ୍ଠ+ଘଣ୍ଟ) —

ଏକତ୍ର ସମବେତ ବହୁ— ଲୋ୘ଙ୍କର ମୁଖଧ୍ଵନି; ଜନରବ —Noise of many people in a crowd.

ଦଶଦିଗ ଧ୍ଵନି ପୂରିଲା ବାଜନ୍ତେ ବାଜି କରି କଣ୍ଠଘଣ୍ଟ ବଜ୍ରନାଥ. ସମରତରଙ୍ଗ