Jump to content

କଣ୍ଠତଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠତଟ
ଉଚ୍ଚାରଣ: Kaṇṭhataṭa

ସଂ. ବି—(୬: ଷ୍ଠୀ ତତ୍; କଣ୍ଠ+ତଟ) —

ବେକ ଓ କାନ୍ଧର ମଧ୍ୟବର୍ତ୍ତୀ ଅଂଶ —The part of the neck above the shoulders.