Jump to content

କଣ୍ଠତରୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠତରୁଣୀ
ଉଚ୍ଚାରଣ: Kaṇṭhataruṇī

ଦେ. ବି. ସ୍ତ୍ରୀ—(ସଂ. କଣ୍ଠ+ତରୁଣୀ) —

ୟୁବତୀ ହେବାର ପୂର୍ବାବସ୍ଥାରେ ୟୁବାବସ୍ଥାର ଲକ୍ଷଣପ୍ରାପ୍ତା ବାଳିକା —A girl on the verge of attaining puberty.