କଣ୍ଠତାଲବ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠତାଲବ୍ୟ
ଉଚ୍ଚାରଣ: Kaṇṭhatālabya

ସଂ. ବିଣ. (କଣ୍ଠ+ତାଳୁ+ୟ) —

ଯେଉଁ ବର୍ଣ୍ଣର ଉଚ୍ଚାରଣ ସ୍ଥାନ କଣ୍ଠ ଓ ତାଳୁ — Palatal and gutteral (letters).

[ଦ୍ର—ଏ ଓ ଐ ବର୍ଣ୍ଣମାନ କଣ୍ଠତାଲବ୍ୟ]