କଣ୍ଠଦେଶ
ଦେଖଣା
କଣ୍ଠଦେଶ —
ଉଚ୍ଚାରଣ: Kaṇṭhadeṡa
ସଂ. ବି. (କଣ୍ଠ+ଦେଶ) —
୧: ଶରୀରରେ କଣ୍ଠଥିବା ଅଂଶ, ଅର୍ଥାତ୍ ମୁଣ୍ଡ ଓ ଦେହର ମଧ୍ୟବର୍ତ୍ତୀ ସ୍ଥାନ; ବେକ — ୧. The portion of body between the head and the trunk; neck.
୨: କୌଣସି ପଦାର୍ଥର ମୁହଁ ଓ ଦେହର ମଧ୍ୟବର୍ତ୍ତୀ ସରୁଆ ଅଂଶ— (ଯଥା—ବୋତଲ ଓ ମାଠିଆର ବେକ) ୨. The neck or narrow portion between the mouth and the body-proper of a bottle or pitcher.