Jump to content

କଣ୍ଠଭୂଷଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠଭୂଷଣ
ଉଚ୍ଚାରଣ: Kaṇṭhabhūshaṇa

ସଂ. ବି (୬: ଷ୍ଠୀ ତତ୍; କଣ୍ଠ+ଭୂଷଣ) —

କଣ୍ଠରେ ପିନ୍ଧାୟିବା ଅଳଙ୍କାରବିଶେଷ; କଣ୍ଠରେ ପିନ୍ଧାୟିବା ମାଳ; ହାର —A collar for the neck; necklace; garland for the neck; an ornament worn round the neck.