କଣ୍ଠମଣି
ଦେଖଣା
କଣ୍ଠମଣି —
ଉଚ୍ଚାରଣ: Kaṇṭhamaṇi
ସଂ. ବି. (୬: ଷ୍ଠୀ ତତ୍; କଣ୍ଠ+ମଣି) —
୧: ଗଳାରେ ପିନ୍ଧାୟିବା ରତ୍ନ — ୧. A gem worn on the neck.
୨: କଣ୍ଠହାରର ମଧ୍ୟସ୍ଥ ମଣି — ୨. The central gem of a necklace.
୩: ଘୋଡ଼ାର କଣ୍ଠପାଖେ ଥିବା ଭଉଁରୀ (ହି. ଶବ୍ଦସାଗର) — ୩. A whorl at the neck of horse.