କଣ୍ଠମାଳା
ଦେଖଣା
କଣ୍ଠମାଳା —
ଉଚ୍ଚାରଣ: Kaṇṭhamāḻā
ସଂ. ବି. (୬: ଷ୍ଠୀ ତତ୍; କଣ୍ଠ+ମାଳା) —
୧: ଗଳାରେ ପିନ୍ଧାୟିବା ଅଳଙ୍କାର; କଣ୍ଠି — ୧. Necklace.
୨: ଗଳାରେ ବାହାରିବା ବ୍ରଣରୋଗବିଶେଷ— (ହି. ଶବ୍ଦସାଗର) — ୨. A kind of boil on the throat.