Jump to content

କଣ୍ଠରୋଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠରୋଧ
ଉଚ୍ଚାରଣ: Kaṇṭharodha

ସଂ. ବି. (୬: ଷ୍ଠୀ ତତ୍; କଣ୍ଠ+ରୋଧ) —

୧: ଗଳାର ସ୍ବର ଅଟକି ୟିବା — ୧. The stoppage of utterance.

୨: ଗଳା ମଧ୍ୟରେ କୌଣସି ପଦାର୍ଥ ଅଟକି ୟିବାରୁ ଶ୍ବାସ ପ୍ରଶ୍ବାସର ରୋଧ —୨. Interruption of respiration due to the blocking up of the gullet; strangulation.

୩: ଗଳାର ସ୍ବର କମିୟିବା — ୩. The falling of the voice.