Jump to content

କଣ୍ଠଶୋଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠଶୋଷ
ଉଚ୍ଚାରଣ: Kaṇṭhasosha

ସଂ. ବି. (୬: ଷ୍ଠୀ ତତ୍; କଣ୍ଠ+ଶୋଷ) —

ତୃଷା ବା ଭୟ ବା ବେଶୀ ବକିବା ଯୋଗୁଁ ଗଳା ଶୁଖିୟିବା —The drying up the throat due to thirst or fear or excessive talking.