କଣ୍ଠସୂତ୍ର
ଦେଖଣା
କଣ୍ଠସୂତ୍ର —
ଉଚ୍ଚାରଣ: Kaṇṭhasūtra
ସଂ. ବି. (୬: ଷ୍ଠୀ ତତ୍; କଣ୍ଠ+ସୂତ୍ର) —
୧: ଗଳାରେ ପିନ୍ଧାୟିବା ସୂତା ପରି ସରୁ ଅଳଙ୍କାର — ୧. A string-like ornament worn round the neck.
୨: ବେକର ମାଳି; ଶୂଦ୍ର ଓ ବୈଷ୍ଣବମାନେ ଗଳାରେ ପିନ୍ଧିବା କାଠର ସରୁ ମାଳି — ୨. String of wooden beads worn on the neck by Ṡūdras and B&aline;i̱shṇabas.
୩: ବେକ କୁଣ୍ଢାଇବା; ଆଲିଙ୍ଗନ — ୩. An embrace round the neck.