କଣ୍ଠସ୍ଥ
ଦେଖଣା
କଣ୍ଠସ୍ଥ —
ଉଚ୍ଚାରଣ: Kaṇṭhastha
ସଂ. ବିଣ. (କଣ୍ଠ+ସ୍ଥା ଧାତୁ+କର୍ତ୍ତୃ. ଅ) —
୧: ମୁଖସ୍ଥ; ଉତ୍ତମରୂପେ ଅଭ୍ୟସ୍ତ ବା ଆୟତ୍ତୀକୃତ — ୧. Got by heart; committed to memory.
୨: କଣ୍ଠମଧ୍ୟସ୍ଥ —୨. Situate in the gullet.
୩: କଣ୍ଠମଧ୍ୟକୁ ପ୍ରବିଷ୍ଟ — ୩. Enter into the gullet.
ଦେ. ବିଣ —
କଣ୍ଠ ପର୍ଯ୍ୟନ୍ତ ଲାଗିଥିବା; ବେଳେ (ଜଳ) — Neck-deep (water).
ସ୍ନାନ କରି ଉଭା କଣ୍ଟସ୍ଥ ଜଳେ ପ୍ରାଚୀ ପରଚେଗୀତା