Jump to content

କଣ୍ଠାଝଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠାଝଡ଼ା
ଉଚ୍ଚାରଣ: KaṇṭhāJhaṟḍ̠ā

ଦେ. ବି —

ଖଳାରେ ଧାନହଳା ରଖିବା ସମୟରେ ବା ଖଳାକୁ ଧାନହଳା ବୋହିବା ବେଳେ ହଳାରୁ ଯେଉଁ ଧାନ ମନକୁ ତଳେ ପଡ଼ିଯାଏ —The grains of paddy fallen from the sheaves while carried to and stored in the grain-yard.