Jump to content

କଣ୍ଠାଧାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠାଧାରୀ
ଉଚ୍ଚାରଣ: Kaṇṭhādhārī

ଦେ. ବି —

ବେକରେ ଗୋଟିଏମାତ୍ର ବଡ଼ ତୁଳସୀକଣ୍ଠୀ ପିନ୍ଧିଥିବା ବୈଷ୍ଣବସମ୍ପ୍ରଦାୟ —A sect of B&aline;i̱shṇabas wearing one big circular bead in a string round the neck.