ଶବ୍ଦାର୍ଥ:
କଣ୍ଠାଭରଣ — ଉଚ୍ଚାରଣ: Kaṇṭhābharaṇa
ସଂ. (୬: ଷ୍ଠୀ ତତ୍; କଣ୍ଠ+ଆଭରଣ) —
କଣ୍ଠରେ ପିନ୍ଧା ୟିବା ଅଳଙ୍କାର; ହାର —Necklace.