କଣ୍ଠିକା
ଦେଖଣା
କଣ୍ଠିକା —
ଉଚ୍ଚାରଣ: Kaṇṭhikā
ସଂ. ବି. ସ୍ତ୍ରୀ. (କଣ୍ଠୀ+ସ୍ବାର୍ଥରେ. କ+ସ୍ତ୍ରୀ. ଆ) —
୧: ବେକର ଏକସରିଆ ମାଳ — ୧. One-stringed necklace.
୨: ବଗି ଟାଣିବା ଘୋଡ଼ାର ବେକ ଚାରି ପାଖରେ ଲାଗିଥିବା ଚମର ବଳୟ —୨. Leather-ring put round the neck of a carriage-horse; halter.
୩: ବୈଷ୍ଣବମାନଙ୍କର ପିନ୍ଧିବା ତୁଳସୀମାଳ — ୩. A string of beads of Holy Basil wood worn by B&aline;i̱shṇabas.