Jump to content

କଣ୍ଠିଛିଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠିଛିଣ୍ଡା
ଉଚ୍ଚାରଣ: Kaṇṭhichhiṇḍā

ଦେ. ବିଣ —

୧: ଯେଉଁ ବ୍ୟକ୍ତିର ବୈଷ୍ଣବଧର୍ମ ଓ ଜାତିର ଚିହ୍ନ— ସ୍ବରୂପ ପିନ୍ଧିଥିବା କଣ୍ଠି ଛିଣ୍ଡାଇ ପକାଇ ଥାଏ, ଅର୍ଥାତ୍ ଯେ ଜାତି ସ୍ବୀକାର କରେ ନାହିଁ; ଅନ୍ୟ ଧର୍ମ ଗ୍ରହଣ କରିବା ହିନ୍ଦୁ — ୧. One who snaps asunder his Kaṇṭhi (Sign of his being a B&aline;i̱shṇaba or Hindu) and of B&aline;i̱shṇabism or Hinduism; an apostate Hindu.

୨: ହିନ୍ଦୁ ଧର୍ମ ପ୍ରଚଳିତି ଜାତିଭେଦକୁ ସ୍ବୀକାର କରୁ ନ ଥିବା (ବ୍ୟକ୍ତି) —୨. One who does not recognise or observe the Hindu caste- system.