Jump to content

କଣ୍ଠିବନ୍ଧା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠିବନ୍ଧା
ଉଚ୍ଚାରଣ: Kaṇṭhibandhā
কণ্টিবান্ধা

ଦେ. ବି. —

୧: ବେକରେ ଆଭରଣସ୍ଥରୂପ କଣ୍ଠି ପିନ୍ଧିବା — ୧. Wearing of a necklace.

୨: ବେକରେ ବୈଷ୍ଣବଚିହ୍ନସ୍ବରୂପ ତୁଳସୀକଣ୍ଠି ବାନ୍ଧିବା — ୨. Wearing of a string of Tulsi-beads as a sign of being a B&aline;i̱shṇaba.

ଦେ. ବିଣ —

ଶ୍ରୀଚୈତନ୍ୟପ୍ରବର୍ତ୍ତିତ ବୈଷ୍ଣବସଂପ୍ରଦାୟଭୁକ୍ତ (ବେକରେ ତୁଲସୀମାଳା ବ୍ୟବହାର ଯେଉଁ ସଂପ୍ରଦାୟର ବିଶେଷତ୍ବ) —Initiated into the sect of B&aline;i̱shṇabas started by Ch&aline;i̱tanya.