କଣ୍ଠି ଘେନିବା
ଦେଖଣା
କଣ୍ଠି ଘେନିବା —
ଉଚ୍ଚାରଣ: Kaṇṭhi ghenibā
কাষ্টিলওয়া
कृंठीलेमा
ଦେ. କ୍ରି—(ସଂ. କଣ୍ଠା+ଗ୍ରହଣ) —
୧: ବେକରେ କଣ୍ଠି ପିନ୍ଧିବା —୧. To put on a string of necklace.
୨: ତୁଳସୀ କଣ୍ଠି ପିନ୍ଧି ବୈଷ୍ଣବ ସଂପ୍ରଦାୟରେ ଭୁକ୍ତ ବା ଦୀକ୍ଷିତ ହେବା; ଗୁରୁଙ୍କଠାରୁ ବୈଷ୍ଣବଦୀକ୍ଷା ସହିତ ତୁଳସୀ କଣ୍ଠି ଗ୍ରହଣ କରିବା — ୨. To wear a string of holy Basil beads on being initiated or admitted to a B&aline;i̱hṇaba brotherheod; to be invested with a Tulsi-bead as a sign of initiation into the B&aline;i̱shṇaba-brother-hood.