Jump to content

କଣ୍ଠୀରବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠୀରବ
ଉଚ୍ଚାରଣ: Kaṇṭhīraba

ସଂ. ବି. (ବହୁବ୍ରୀହ; କଣ୍ଠୀ=ଗଳା+ରବ=ପ୍ରଶସ୍ତ ରବ) —

୧: ସିଂହ —୧. Lion.

୨: ହସ୍ତୀ —୨. Elephant.

୩: କପୋତ —୩. Dove.

୪: ପାରାବତ; ପାରା —୪. Pigeon.