Jump to content

କଣ୍ଠେକଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠେକଳ
ଉଚ୍ଚାରଣ: Kaṇṭhekāḻa

ସଂ. ବି. ପୁଂ. (ବହୁବ୍ରୀହି; କଣ୍ଠେ=କଣ୍ଠରେ+କାଳ= ବିଷପାନ ଯୋଗୁଁ କୃଷ୍ଣବର୍ଣ୍ଣ) —

କାଳକଣ୍ଠ; ନୀଳକଣ୍ଠ; ମହାଦେବ —Mahādeba (whose throat looks black or blue owing to his having drunk poison.)