କଣ୍ଠ୍ୟବର୍ଣ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଠ୍ୟବର୍ଣ୍ଣ
ଉଚ୍ଚାରଣ: Kaṇṭhyabarṇṇa

ଦେ. ବି. —

ଯେଉଁ ଅକ୍ଷର କଣ୍ଠ ସାହାଯ୍ୟରେ ଉଚ୍ଚାରିତ ହୁଏ —Guttural letters; letters pronounced with the help of the throat.

[ଦ୍ର—ଅ, ଆ, କ, ଖ, ଗ, ଘ, ଙ, ହ, ଃ, ଏମାନେ କଣ୍ଠ୍ୟ— ବର୍ଣ୍ଣ]