କଣ୍ଠ ଫିଟିବା
ଦେଖଣା
କଣ୍ଠ ଫିଟିବା —
ଉଚ୍ଚାରଣ: Kaṇṭha phiṭibā
ଦେ. ବି —
୧: ଗଳାର ଅସ୍ପଷ୍ଟ ସ୍ବର ସୁସ୍ପଷ୍ଟ ହେବା — ୧. The voice becoming distinct.
୨: ବୟସବୃଦ୍ଧି ସଙ୍ଗେ ବାଳକର ସରୁ ସ୍ବରୁ ମୋଟା ବା ଉଚ୍ଚ ହେବା — ୨. The voice of a boy becoming louder with the increase of years.