Jump to content

କଣ୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଡ
ଉଚ୍ଚାରଣ: Kaṇḍa

ଦେ. (ପ୍ରାଚୀନ ପଦ୍ୟ) ବି (ସଂ. କଣ୍ଡୁ) —

କୁଣ୍ଡାଇ ହେବା; କଣ୍ଡୁ —Itching sensation.

ସୁଗାମ୍ଭୀର୍ୟ୍ୟ ବଳରେ ପଦକଣ୍ଡ ଛଳରେ ନୁକୁଟ ହରେ ଉଭା ହେଲେ ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି