Jump to content

କଣ୍ଡନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଡନ
ଉଚ୍ଚାରଣ: Kaṇḍana

ସଂ ବି. (କଣ୍ଡ୍ ଧାତୁ=ତୁଷ ଛଡ଼ାଇବା+ଭାବ. ଅନ) —

କାଣ୍ଡିବା; କୁଟା ହୋଇଥିବା ଶସ୍ୟାଦିରୁ ତୁଷ ବା ତସୁ ସଫା କରିବା —Husking; removing the husks (from grains); threshing; cleansing a quantity of grain of the husks.