କଣ୍ଡି
ଦେଖଣା
କଣ୍ଡି —
ଉଚ୍ଚାରଣ: Kaṇḍi
ଦେ. ବି —
ଏକ ପ୍ରକାର ୟାନ — A kind of conveyance.
[ଦ୍ର—ଏହା ବାଉଁଶକଣିରେ ନିର୍ମିତ ଓ ଏହାର ଆକୃତି ବାଲ୍ଟି ପରି; ଉଚ୍ଚତା ପ୍ରାୟ ଏକ ଗଜ ହରିଦ୍ବାର ପ୍ରଭୃତି ଅ଼ଞ୍ଚଳରେ ଏହା ଦେଖାଯାଏ ମଦନମୋହନ—ତୀର୍ଥଦର୍ଶନ. ୪: ର୍ଥ ଖଣ୍ଡ]