କଣ୍ଡିଆ
ଦେଖଣା
କଣ୍ଡିଆ —
ଉଚ୍ଚାରଣ: Kaṇḍiā
ଦେ. ବି. —
୧: ନଈବଢ଼ି ଛାଡ଼ି ଗଲେ ନଦୀଗର୍ଭସ୍ଥ ଯେଉଁ ଖାଲ ୟାଗାରେ ପାଣି ରହିଥାଏ —୧. Small expanses of water left on the bed of a river after the subsidence of flood.
୨: ପାଣିଧାର ଓ ବାଲି ଛଡ଼ା ନଈବନ୍ଧ ପର୍ଯ୍ୟନ୍ତ ନଦୀଗର୍ଭରେ ପଟୁ ମାଡ଼ି ଥିବା ଅତି. ଉର୍ବର ଜମି —୨. The silted fertile portion of the river-bed excluding the sandy and watery portions.