Jump to content

କଣ୍ଡୋଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଡ଼ୋଳ
ଉଚ୍ଚାରଣ: Kaṇ/?/ḻa

ସଂ. ବି. (କଣ୍ଡ଼ ଧାତୁ=ସାଇତିବା+ସଜ୍ଞାର୍ଥେ. ଓଳ; ୟହିଁରେ ଶସ୍ୟାଦି ସାଇତା ଯାଏ) —

୧: ଶସ୍ୟାଦି ରଖିବା ପାଇଁ ବାଉଁଶ ବା ବେତନିର୍ମିତ ଡ଼ୋଲି; କୋଡ଼ମେଇ —୧. A big basket for storing grains.

୨: (+କର୍ତ୍ତୃ. ଓଳ)—ଓଟ; ଉଷ୍ଟ୍ର —୨. Camel.

୩: ଚଣ୍ଡ଼ାଳର ବୀଣା ୟୋଗୀ ଓ ବାଉରିବୈଷ୍ଣବମାନଙ୍କର ବ୍ୟବହାର କରିବା ବୀଣା; କେନ୍ଦରା — ୩. Beggar's lute.