କଣ୍ଢାଇ ବିଭା
ଦେଖଣା
କଣ୍ଢାଇ ବିଭା —
ଉଚ୍ଚାରଣ: Kaṇḍhāi bibhā
ଦେ. ବି. —
ପିଲାମାନେ କ୍ରୀଡ଼ାଛଳରେ ଦିଓଟି ପିତୁଳାକୁ ବରକନ୍ୟାରୁପେ କଳ୍ପନା କରି ସାମାଜିକ ବିବାହବିଧି ଅନୁସାରେ ଯେଉଁ ବିବାହଉତ୍ସବ ସମ୍ପନ୍ନ କରନ୍ତି —A mock-marriage played by children by giving two dolls (belonging to two children) in marriage.