Jump to content

କଣ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ବ
ଉଚ୍ଚାରଣ: Kaṇwa

ସଂ. ବି. (କଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ବ) —

୧: ଶକୁନ୍ତଳାଙ୍କ ପାଳକ ପିତା ମୁନିବିଶେଷ — ୧. A sage; the foster-father of Sakuntaḻā.

୨: ପାପ —୨. sin.

୩: ତଣ୍ଡ଼ୁଳରେ ପ୍ରସ୍ତୁତ ସୁରାର ଜୀବବିଶେଷ; ବାଖର — ୩. Yeast.