କତ
ଦେଖଣା
କତ —
ଉଚ୍ଚାରଣ: Kata
ସଂ. ବି. (କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅତ) —
୧: ନିରିମଳା (ଦେଖ) ୧. Nirimaḻa (See)
୨: ିଠା (ଦେଖ) (ହି. ଶବ୍ଦସାଗର) ୨. Riṭhā (See)
কাট
कत
ଦେ. ବି—(ସଂ. କୃତ ଧାତୁ) —
ଲେଖିବାପାଇଁ ପକ୍ଷୀକଲମ ବା କାଠିକଲମ କଟାୟିବା; ଛୁରିଦ୍ବାରା କଲମର କାଟ — The cutting of a quill or reed pen for writing.