କତକଲ
ଦେଖଣା
କତକଲ —
ଉଚ୍ଚାରଣ: Katakala
গিলা
कञ्छा
ଦେ. ବି —
ଏକ ପ୍ରକାର ବଡ଼ ଗିଲ — A species of Memosa Scandens.
[ଦ୍ର—ଏହି ଗିଲ ସମୁଦ୍ରରେ ଭାସି ଆସି କୂଳରେ ଲାଗେ ଲୋକେ ଏହାକୁ ଆଣି ମାଟିରେ ଲିପା ହୋଇଥିବା ସ୍ଥାନକୁ ମସଣ
କରନ୍ତି ଓ ଏହାକୁ ଧରି ସରୁଲୁଗା ଉପରେ କୌଶଳପୂର୍ବକ ଚଳାଇଲେ ଲୁଗାର ଧଡି ଓ ଦେହ ଅତି ସୁନ୍ଦରରୂରେ କୁଞ୍ଚି ହୋଇଯାଏ ଏହିପରି କୁଞ୍ଚା ହୋଇଥିବା ଲୁଗାକୁ ଗିଲକୁଞ୍ଚା ଲୁଗା କହନ୍ତି ଏହାର ବର୍ଣ୍ଣ ଗାଢ ରକ୍ତ ଓ ଏହା ଚେପ୍ଟା ଏବଂ ସାଧାରଣ— ଗିଲ ଅପେକ୍ଷା ବଡ଼ ଏହା ଏ ଦେଶରେ ଜନ୍ମେ ନାହିଁ]