Jump to content

କତମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତମ
ଉଚ୍ଚାରଣ: Katama
(କତମା—ସ୍ତ୍ରୀ)

ସଂ. ସର୍ବନାମ ଓ ବିଣ. (କିମ୍+ ନିର୍ଦ୍ଧାରଣାର୍ଥେ; ତମ) —

ଅନେକଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ବା ବସ୍ତୁ; ବହୁମଧ୍ୟରୁ କେଉଁ —One out of many.