କତରା
ଦେଖଣା
କତରା —
ଉଚ୍ଚାରଣ: Katarā
ছেঁড়ামাদুর; কাঁখা
कथरी
ଦେ. ବି. (ସଂ. କର୍ତ୍ତନ ବା କନ୍ଥା; ତୁଳ ହି କତରା= କ୍ଷୁଦ୍ରଖଣ୍ଡ଼) —
ଛିଣ୍ଡ଼ା ମସିଣା —Torn mat or bedding.
କତରା ଘୋଡ଼ି ହେଲେ ବି ୟମ ଛାଡ଼ିବ—ପ୍ରବଚନ
ସଂ. ସର୍ବନାମ ଓ ବିଣ. ସ୍ତ୍ରୀ —
ଦୁଇ ସ୍ତ୍ରୀ ମଧ୍ୟରୁ କୌଣସି ଜଣେ — Which of the two women.