କତରାଲଗା
ଦେଖଣା
କତରାଲଗା —
ଉଚ୍ଚାରଣ: Katarālagā
ଦେ. ବି. —
ମନ୍ତ୍ରୟନ୍ତ୍ର ପ୍ରୟୋଗ ଦ୍ବାରା ଶତ୍ରୁକୁ ଶୟ୍ୟାଗତ କରାଇବା —Making a person ill and confined and to bed by means of black art.
ଦେ. ବିଣ. —
୧: ବହୁକାଳବ୍ୟାପୀ ରୋଗ ହେତୁ ଶୟ୍ୟାଗତ — ୧. Confined to bed by protracted illness.
୨: ଶତ୍ରୁ ଦ୍ବାରା ମନ୍ତ୍ରୟନ୍ତ୍ର ପ୍ରୟୋଗ ଫଳରେ ଶୟ୍ୟାରୁ ଉଠିବା ଶକ୍ତିବିହୀନ —୨. Disabled from rising even from bed as a result of black magic applied by some enemy.