Jump to content

କତରୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତରୁଣୀ
ଉଚ୍ଚାରଣ: Kataruṇī
कतरनी

ଗ୍ରା. ବି. (ସଂ. କର୍ତ୍ତରୀ) —

୧: ଛୋଟ କତୁରୀ — ୧. Small pair of scissors.

୨: କତୁରୀ —୨. Scissors.