କତରେଇବା
ଦେଖଣା
କତରେଇବା —
ଉଚ୍ଚାରଣ: Katareibā
ଦେ. କ୍ରୀ. —
୧: ଚାଳରୁ ରୁଅ ଉପରେ ପରା ହୋଇଥିବା ବତାକୁ କଢା ଦ୍ବାରା ବୁଣଟ କରିବା — ୧. To bind the cleft bamboos on the rafters of a thatch with a string.
୨: (ମାଙ୍କଡ଼ ପରି) ଦାନ୍ତ ଦ୍ବାରା କଞ୍ଚା ନଡ଼ିଆ ଫଳରୁ କତା ଛଡ଼ାଇବା —୨. To strip the rind from coconut with the teeth.
୩: କତୁରୀ ଦ୍ବାରା ପତଳା ପତଳା କରି କାଟିବା — ୩. To crop with scissors.