Jump to content

କତଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତଲ୍
ଉଚ୍ଚାରଣ: Katal
কতল, কাতল कतल

ବୈଦେ. ବି. (ଆ. କତ୍ଲ୍) —

୧: ମନୁଷ୍ୟ କାଟିବା; ବଧ; ହତ୍ୟା — ୧. Murder; the killing of a person; destraction; slanghter.

୨: ମୁଷଲମାନ ମାନଙ୍କ ମହରମ୍ ପର୍ବର ତୃତୀୟ ଦିବସ ଓ ରାତ୍ରୀ (ମହରମ ଦେଖ) — ୨. The third day of Mohorrum.

ବୈଦେ. ବିଣ. (ଆ. କତ୍ଲ୍) —

ହଣା; ନିହତ — Murdered; Killed; cut to pieces; slaughtered.