କତଲ ରାତି
ଦେଖଣା
କତଲ ରାତି —
ଉଚ୍ଚାରଣ: Katala rāti
কতলরাত
कतलरात्
ଦେ. ବି. (ଆ. କତଲ୍ ଓ ସଂ. ରାତ୍ରି) —
ମହମ୍ମଦଙ୍କ ସୈନ୍ୟମାନେ ବିପକ୍ଷମାନଙ୍କ ଦ୍ବାରା କତଲ ବା ହଣା ହୋଇଥିବା ରାତ୍ରି (ମହରମ ଦେଖ) — The night of the third day of Mohorrum.
କତଲ ରାତି —
ଉଚ୍ଚାରଣ: Katala rāti
কতলরাত
कतलरात्
ଦେ. ବି. (ଆ. କତଲ୍ ଓ ସଂ. ରାତ୍ରି) —
ମହମ୍ମଦଙ୍କ ସୈନ୍ୟମାନେ ବିପକ୍ଷମାନଙ୍କ ଦ୍ବାରା କତଲ ବା ହଣା ହୋଇଥିବା ରାତ୍ରି (ମହରମ ଦେଖ) — The night of the third day of Mohorrum.