କତା କଷିବା
ଦେଖଣା
କତା କଷିବା —
ଉଚ୍ଚାରଣ: Katā Kashibā
কতা ভিজান
नारियलका छिलका गोला करना
ଦେ. କ୍ରି —
ନଡ଼ିଆଚୋପାରୁ ତନ୍ତୁ ବାହାର କରିବା ସକାଶେ ବାଡ଼େଇବା ପୂର୍ବରୁ ନରମ କରିବା ପାଇଁ ଚ଼ୋପାକୁ ପାଣିରେ ବତୁରାଇବା — To moisten copra before beating it to produce coir.