Jump to content

କତିକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତିକି
ଉଚ୍ଚାରଣ: Katiki

ଗ୍ରା. କ୍ରି. ବିଣ —

୧: ନିକଟକୁ; ପାଖକୁ —୧. Near.

ଅସୀଉକାର ସବୁରୂପେ ମୋହର ଛାଡ଼ିବାକୁ ମୁଁ କତିକି— ଭଞ୍ଜ. ପ୍ରେମସୁଧାନିଧି

୨: କୁ; ଠାକୁ —୨. To.

ଆସିଲେ ଦିବାକର ତାହାଙ୍କ କତିକି—କୃଷ୍ଣସିଂହ. ମହାଭାରତ. ବନ