ଶବ୍ଦାର୍ଥ:
କତିଚିତ୍ — ଉଚ୍ଚାରଣ: Katichit
ସଂ. ଅ (କତି+ଅନିଶ୍ଚୟ ଅର୍ଥରେ. ଚିତ୍) —
କେତେକ; କିୟତ୍ସଂଖ୍ୟକ; କେତେଗୁଡ଼ିଏ —Some.