Jump to content

କତିରୀ ଚଳାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତିରୀ ଚଳାଇବା
ଉଚ୍ଚାରଣ: Katurī chaḻāibā

ଦେ. କ୍ରି —

କାଟି ଦେବା — To crop up; to cut.

ଚତୁରୀ ହୋଇ ବିଶ୍ବାସୀଜନ କଣ୍ଠେ କତୁରୀ ଚଳାଉ ୟାହା—କବିସୂର୍ଯ୍ୟ